koo-logo
Backback
Samir Mohanty
backblock

Samir Mohanty

@SamirMohantyBJP

Politician

State President @BJPOdisha, Social Worker

calender Joined on July 2021

KooKooKoo(127)
LikedLikedLiked(33)
Re-Koo & CommentRe-Koo & CommentRe-Koo & Comment(22)
ଓଡ଼ିଶା ପରି ଶାନ୍ତିପୂର୍ଣ୍ଣ ରାଜ୍ୟରେ ଆଜି ଅନ୍ୟାୟ, ଦୁଷ୍କର୍ମ, ନାରୀଙ୍କ ପ୍ରତି ଅତ୍ୟାଚାର, ହତ୍ୟା ପରି ଅଶାନ୍ତ ପରିସ୍ଥିତି ବଢି ବଢି ଚାଲୁଛି। ଗଣତାନ୍ତ୍ରିକ ଦେଶରେ ପ୍ରତିବାଦ କରିବା ଆମ ସମସ୍ତଙ୍କ ମୌଳିକ ଅଧିକାର କିନ୍ତୁ ଆମ ରାଜ୍ୟରେ ଅନ୍ୟାୟକୁ ଯେ ପ୍ରତିବାଦ କଲେ ପୋଲିସ ଓ ଶାସକ BJD ର ଗୁଣ୍ଡାମାନେ ସତ୍ୟକୁ ଲୁଚେବାକୁ ଯାଇ ରକ୍ତମୁଖା ହୋଇ ବିଜେପି କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କ ଉପରେ ମରଣାତ୍ମକ ଆକ୍ରମଣ କରି ଚାଲିଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ। #JusticeForMamita
play
commentcomment
ଭବାନୀପାଟଣା ବେସରକାରୀ ସନସାଇନ ସ୍କୁଲର ଅଧ୍ୟକ୍ଷା ସାରା ଓଡ଼ିଶାର ଝିଅ ମମିତା ମେହେରକୁ ଯେଉଁଭଳି ଭାବେ ଅପହରଣ, ହତ୍ୟା ଓ ପରେ ପରେ ପୋଡ଼ିଦେଇ ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ମାଟି ତଳେ ପୋତିଦେବା ଭଳି ଏକ ଅମାନବୀୟ ଘଟଣା ସାରା ରାଜ୍ୟ ପାଇଁ ଲଜ୍ଜାଜନକ। #JusticeForMamita
commentcomment
ବିଶ୍ୱର ସର୍ବବୃହତ ମାଗଣା ଟୀକାକରଣ ଅଭିଯାନରେ ଦେଶର ବୈଜ୍ଞାନିକ, ଡାକ୍ତର, ନର୍ସ ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମ ଫଳରେ ଆଜି ୧୦୦ କୋଟି ଟିକାକରଣରେ ପଦାର୍ପଣ କରି ଦେଶ ଆଜି ବିଶ୍ୱରେ ଇତିହାସ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ମୁଖ୍ୟ ଡାକ୍ତରଖାନା ଟିକାକରଣ କେନ୍ଦ୍ରରେ ଥିବା ସମସ୍ତ କୋଭିଡ୍ ଯୋଦ୍ଧା ମାନଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଜଣାଇଲି। #VaccineCentuary
commentcomment
ପବିତ୍ର ଗଜଳଷ୍ମୀ ପୂଜା ଶୁଭ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।
commentcomment
ଆଜି BJP Odisha ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ଓ ଦଳର ଅନ୍ୟ ନେତୃବୁନ୍ଦଙ୍କ ଗହଣରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଟାଣୁଆ ବିଜେଡି ନେତ୍ରୀ ଶ୍ରୀମତୀ ଅଞ୍ଜଳି ବେହେରା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତ, ପୁରୀ ଜିଲ୍ଲାର ଯୁବନେତା ଦେବାଶିଷ ଆଚାର୍ଯ୍ୟଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ସ୍ୱାଗତ କଲି।
commentcomment
15 Oct
ଭାରତୀୟ ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାର ଉନ୍ନତି ଲକ୍ଷ୍ୟରେ ରାଷ୍ଟ୍ର ନିର୍ମାଣ ପାଇଁ ନିଃସ୍ୱାର୍ଥପର ଭାବେ ସେବା କରୁଥିବା ବିଶ୍ୱର ସର୍ବବୃହତ ସଂଗଠନ @RSSorg ର ”ପ୍ରତିଷ୍ଠା ଦିବସ” ର ହାର୍ଦ୍ଦିକ ଅଭିନନ୍ଦନ | #बिजयादशमी #RSSVijayadashami https://t.co/rH8S1XcriT
commentcomment
15 Oct
ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ବୈଜ୍ଞାନିକ ତଥା ଭାରତ ରତ୍ନ #APJAbdulKalam ଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
commentcomment
15 Oct
बुराई पर अच्छाई की, अधर्म पर धर्म की विजय का संदेश देने वाले पावन पर्व #विजयादशमी की हार्दिक बधाई एवं शुभकामनाएं। #VijayaDashami
commentcomment
14 Oct
ମା’ ଦୁର୍ଗାଙ୍କ ପବିତ୍ର ମହାନବମୀ ପର୍ବ ଅବସରରେ ଆଜି ଖଣ୍ଡଗିରିସ୍ଥିତ ମା ବାରଭୁଜାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କଲି। #DurgaAshtami
commentcomment
14 Oct
ମା’ ଦୁର୍ଗାଙ୍କ ପବିତ୍ର ମହାନବମୀ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭକାମନା। #MahaNavami https://t.co/U4vIKlL8je
commentcomment
create koo