back
user
ଓଡିଶାର ସନସାଇନ୍ ବିଦ୍ୟାଳୟର ଯୁବ ଅଧ୍ୟକ୍ଷା #Mamita ଙ୍କ ଜଘନ୍ୟ ହତ୍ୟା ଘଟଣା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଦୋହଲାଇ ଦେଇଛି। ଏଥି ସହିତ ରାଜ୍ୟ ବିଜେଡି ସରକାରଙ୍କ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କ ସମ୍ପୃକ୍ତି ଏବଂ ଓଡିଶାରେ ମହିଳାଙ୍କ ସୁରକ୍ଷାକୁ ନେଇ କିଛି ଗୁରୁତର ପ୍ରଶ୍ନ ମଧ୍ୟ ଉଠିଛି। #JusticeForMamita
user
Replying to @sambitpatra
0/400